ରଜନୀକାନ୍ତ ମହାନ୍ତି
Appearance
ରଜନୀକାନ୍ତ ମହାନ୍ତି | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୯୫୨ କ୍ଷୀରକୋଣୀ, ସୋର, ବାଲେଶ୍ୱର |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୪ |
ୱେବସାଇଟ | |
[୧] |
ରଜନୀକାନ୍ତ ମହାନ୍ତି, ଜଣେ ଓଡ଼ିଆ ଗାଳ୍ପିକ । ୨୦୦୪ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ଝିପି ଝିପି ଅନ୍ଧାର" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୧]
ରଚନାବଳୀ
[ସମ୍ପାଦନା]ଗଳ୍ପ
[ସମ୍ପାଦନା]- ଆ ସାକ୍ଷୀ ଦେ - ୨୦୦୮(ଜଗନ୍ନାଥ ଲେମିନେଟର)[୨]
- ଅଠର ନିର୍ବାସନ ରୋଡ - ୨୦୧୩ (ନୀଲିମା)
- ବହୁବଜାର - ୨୦୦୪ (ଜେନିଥ୍ ପବ୍ଲିକେଶନ୍ସ)
- ଝିପିଝିପି ଅନ୍ଧାର - ୨୦୦୨ (ଅକ୍ଷରା)
- ଶତାଣ୍ଡି ପୁରୁଷ
- ମାଟିଆ ପୁଅ
- ହସ୍ତାକ୍ଷର
- ଅବତାର
- ଉଷାକାଳ
ଉପନ୍ୟାସ
[ସମ୍ପାଦନା]- ମେଘବର୍ଣ୍ଣା (ଉପନ୍ୟାସ) - ୨୦୦୪ (ଦେବୀ ପ୍ରକାଶିନୀ)[୩]
- ପୁଷ୍ୟ ନକ୍ଷତ୍ରର ଇତିବୃତ (ଉପନ୍ୟାସ)
- ଜାଂଗଲିକ (ଉପନ୍ୟାସ)
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୪ (ଝିପି ଝିପି ଅନ୍ଧାର ପାଇଁ)
- ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୨୦୦୬ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୪]
- ଅଖିଳ ମୋହନ ଗଳ୍ପ ପୁରସ୍କାର, ୨୦୦୫[୫]
ଆଧାର
[ସମ୍ପାଦନା]- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Retrieved 24 December 2018.
- ↑ "ସହାୟକ ଗ୍ରଂଥସୂଚୀ" (PDF). shodhganga.inflibnet.ac.in. Retrieved 28 December 2018.
- ↑ "National Library of India". opac.nationallibrary.gov.in. Retrieved 28 December 2018.
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୮ ଜୁନ ୨୦୨୧.
{{cite web}}
: Check date values in:|accessdate=
(help) - ↑ "ସ୍ମରଣୀୟ". No. ଧରିତ୍ରୀ ସାହିତ୍ୟାୟନ ୨୪ ଜୁଲାଇ- ୬ ଅଗଷ୍ଟ ପୃଷ୍ଠା ୬. ଧରିତ୍ରୀ. Retrieved 24 July 2019.