ବାହୁଡ଼ିବେ ମୋ ଜଗାବଳିଆ
Appearance
ବାହୁଡ଼ିବେ ମୋ ଜଗାବଳିଆ | |
---|---|
ନିର୍ଦ୍ଦେଶକ | ସବ୍ୟସାଚୀ ମହାପାତ୍ର |
କଳାକାର | ସିଦ୍ଧାନ୍ତ ମହାପାତ୍ର, ନୈନା ଦାସ, ଶ୍ରୀତମ ଦାସ, ଅପରାଜିତା ମହାନ୍ତି |
ସଙ୍ଗୀତ | ମଳୟ ମିଶ୍ର |
ମୁକ୍ତିଲାଭ ତାରିଖ | ୨୦୦୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୯୩ଲକ୍ଷ ୨୫ହଜାର ଟଙ୍କା |
ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ବାହୁଡ଼ିବେ ମୋ ଜଗାବଳିଆ [୧] ୨୦୦୩ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆଚଳଚ୍ଚିତ୍ର ‘ବାହୁଡ଼ିବେ ମୋ ଜଗାବଳିଆ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ସିଦ୍ଧାନ୍ତ ମହାପାତ୍ର[୨]
- ନୈନା ଦାସ
- ଶ୍ରୀତମ ଦାସ
- ଅପରାଜିତା ମହାନ୍ତି
- ଜୟୀରାମ ସାମଲ
- ପିଣ୍ଟୁ ନନ୍ଦ
- ଶକ୍ତି କପୁର
- ଅନିତା ଦାସ[୩]
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ସମୟ |
---|---|---|---|
1. | "ମଲ୍ଲୀ ଫୁଲ ତିନି ତିନିଟା" | ରଜନୀ ରଞ୍ଜନ[୪] |
ଦ୍ରଷ୍ଟବ୍ୟ
[ସମ୍ପାଦନା]- ↑ ଇଣ୍ଟରନେଟ ମୁଭି ଡାଟାବେସରେ ବାହୁଡ଼ିବେ ମୋ ଜଗାବଳିଆ
- ↑ "୫୭ ବର୍ଷରେ ପାଦ ଥାପିଲେ ସିଦ୍ଧାନ୍ତ, ଅଭିନେତାରୁ ନେତା ସାଜି ଆଜିବି ଦର୍ଶକଙ୍କ ହୃଦୟରେ କରୁଛନ୍ତି ରାଜ୍". Prameya News7 (in ଆମେରିକୀୟ ଇଂରାଜୀ). 4 May 2023. Archived from the original on 29 August 2023. Retrieved 29 August 2023.
- ↑ "ଏହି ଅଧୁରା ସ୍ୱପ୍ନ ଛାଡି ଚାଲିଗଲେ ଅନୀତା ଦାସ". sambad.in. 12 May 2018. Retrieved 6 June 2018.
- ↑ "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.