ବସ୍ତା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
Appearance
ବସ୍ତା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୦୨,୭୬୬ |
ଜିଲ୍ଲା: | ବାଲେଶ୍ୱର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ବାଲେଶ୍ୱର |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | 11 |
ବିଜ୍ଞାପିତ ଅଞ୍ଚଳ ପରିଷଦ: | 0 |
ପୌର ପରିଷଦ: | ୦ |
ବସ୍ତା (କ୍ରମିକ ସଂଖ୍ୟା: ୩୭) ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବାଲିଆପାଳ ବ୍ଳକ ଓ ବସ୍ତା ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ନିତ୍ୟାନନ୍ଦ ସାହୁ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟନାରାୟଣ ମହାନ୍ତିଙ୍କଠାରୁ ୬୪୩୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରଘୁନାଥ ମହାନ୍ତି, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଜୟନାରାୟଣ ମହାନ୍ତିଙ୍କଠାରୁ ୯,୫୩୦ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ବସ୍ତା [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ରଘୁନାଥ ମହାନ୍ତି | ୭୪,୪୭୨ | ୫୦.୬୮ | - | |
କଂଗ୍ରେସ | ଜୟନାରାୟଣ ମହାନ୍ତି | ୬୪,୯୪୨ | ୪୪.୨୦ | - | |
ଭାଜପା | ଅରବିନ୍ଦ ବେହେରା | ୪,୭୧୩ | ୩.୨୧ | - | |
ସ୍ୱାଧୀନ | ଯୁଧିଷ୍ଠିର ଜେନା | ୯୮୭ | ୦.୬୭ | - | |
ଝାମୁମୋ | କମଳ ଲୋଚନ ବାରିକ | ୭୯୭ | ୦.୫୪ | - | |
ଜନ ହିତକାରୀ ପାର୍ଟି | ରମେଶ ସ୍ୱାଇଁ | ୫୨୩ | ୦.୩୬ | - | |
ବସପା | ସଦାଶିବ ସେଠୀ | ୪୯୮ | ୦.୩୪ | - | |
ଭୋଟ ବ୍ୟବଧାନ | ୯୫୩୦ | ୬.୪୯* | - | ||
ମତଦାନ ହାର | ୧,୪୬,୯୩୩ | ୭୭.୧୮ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୧୪: ସୁବାସିନୀ ଜେନା (ବିଜଦ)
- ୨୦୧୪: ନିତ୍ୟାନନ୍ଦ ସାହୁ (ବିଜଦ)
- ୨୦୧୪: ନିତ୍ୟାନନ୍ଦ ସାହୁ (ବିଜଦ)
- ୨୦୦୯: (୩୭): ରଘୁନାଥ ମହାନ୍ତି (ବିଜଦ)
- ୨୦୦୪: (୧୩): ରଘୁନାଥ ମହାନ୍ତି (ବିଜଦ)
- ୨୦୦୦: (୧୩): ରଘୁନାଥ ମହାନ୍ତି (ବିଜଦ)
- ୧୯୯୫: (୧୩): ରଘୁନାଥ ମହାନ୍ତି (ଜନତା ଦଳ)
- ୧୯୯୦: (୧୩): ରଘୁନାଥ ମହାନ୍ତି (ଜନତା ଦଳ)
- ୧୯୮୫: (୧୩): ଭୂପାଳ ଚନ୍ଦ୍ର ମହାପାତ୍ର (କଂଗ୍ରେସ)
- ୧୯୮୦: (୧୩): ଭୂପାଳ ଚନ୍ଦ୍ର ମହାପାତ୍ର (କଂଗ୍ରେସ-ଇ)
- ୧୯୭୭: (୧୩): ମହେଶ୍ୱର ବାଗ (ଜନତା ପାର୍ଟି)
- ୧୯୭୪: (୧୩): ଚିନ୍ତାମଣି ଜେନା (କଂଗ୍ରେସ)
- ୧୯୭୧: (୧୩): ଚିନ୍ତାମଣି ଜେନା (ଉତ୍କଳ କଂଗ୍ରେସ)
- ୧୯୬୭: (୧୩): ଚିନ୍ତାମଣି ଜେନା (କଂଗ୍ରେସ)
- ୧୯୬୧: (୧୨୮): ମହେଶ୍ୱର ବାଗ (ପ୍ରଜା ସୋସିଆଲିଷ୍ଟ ପାର୍ଟି)
- ୧୯୫୭: (୯୧): ଅକ୍ଷୟ ନାରାୟଣ ପ୍ରହରାଜ (କଂଗ୍ରେସ)
- ୧୯୫୧: (୫୩): ତ୍ରିଲୋଚନ ସେନାପତି (କଂଗ୍ରେସ)
ଆଧାର
[ସମ୍ପାଦନା]- ↑ "Basta Assembly Election 2009, Orissa". empoweringindia.org. Archived from the original on 25 February 2014. Retrieved 6 June 2013.
Constituency: Basta (37) District : Balasore
- ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
9530
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 13-Basta Constituency of ORISSA". eci.nic.in. 2006. Retrieved 6 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf