ପୱନ ନେଗି
Appearance
ବ୍ୟକ୍ତିଗତ ତଥ୍ୟ | |||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
ଜନ୍ମ | Delhi, India | ୬ ଜାନୁଆରୀ ୧୯୯୩||||||||||||||||||||||||||||||||||||||||||||||||||||
ବ୍ୟାଟିଂ ପ୍ରକାର | Left-handed | ||||||||||||||||||||||||||||||||||||||||||||||||||||
ବୋଲିଂ ପ୍ରକାର | Slow left-arm | ||||||||||||||||||||||||||||||||||||||||||||||||||||
ଭୂମିକା | Bowler | ||||||||||||||||||||||||||||||||||||||||||||||||||||
ଘରୋଇ ଦଳ ତଥ୍ୟ | |||||||||||||||||||||||||||||||||||||||||||||||||||||
Years | Team | ||||||||||||||||||||||||||||||||||||||||||||||||||||
2012 – 2013 | Delhi Daredevils (squad no. 15) | ||||||||||||||||||||||||||||||||||||||||||||||||||||
2011 – present | Delhi cricket team | ||||||||||||||||||||||||||||||||||||||||||||||||||||
2014 – present | Delhi Daredevils | ||||||||||||||||||||||||||||||||||||||||||||||||||||
First-class debut | 3 November 2011 Delhi cricket team v Haryana cricket team | ||||||||||||||||||||||||||||||||||||||||||||||||||||
List A debut | 5 March 2012 Delhi cricket team v Assam cricket team | ||||||||||||||||||||||||||||||||||||||||||||||||||||
Career statistics | |||||||||||||||||||||||||||||||||||||||||||||||||||||
| |||||||||||||||||||||||||||||||||||||||||||||||||||||
Source: Cricinfo, 05:41, 16 May 2012 (UTC) |
ପୱନ ନେଗି(ଜାନୁୟାରୀ ୬ ୧୯୯୩) ଜଣେ ଭାରତୀୟ ଖେଳାଳି । ସେ ହେଉଛନ୍ତି ବାମହାତି ସ୍ପିନ ବୋଲର । ସେ ଦିଲ୍ଲୀ ତରଫରୁ ରଣଜୀ ଖେଳନ୍ତି । ଭାରତ ଏ ପାଇଁ ସେ ଟି୨୦ ମ୍ୟାଚ ଖେଳିଛନ୍ତି ।୨୦୧୨ ଓ ୨୦୧୩ରେ ଦିଲ୍ଲୀ ଡ଼େୟାର ଡେଭିଲ୍ସ, ୨୦୧୪ ଓ ୨୦୧୫ରେ ଚେନ୍ନାଇ ସୁପର କିଙ୍ଗ ପାଇଁ ଆଇପିଏଲ ଖେଳିଛନ୍ତି ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ପୱନ ନେଗି ଉତ୍ତରାଖଣ୍ଡର ଆଲ୍ମୋରାଠାରେ ଜନ୍ମ ଗ୍ରହଣ କରିଥିଲେ । ବର୍ତ୍ତମାନ ସେ ଦିଲ୍ଲୀରେ ରହୁଛନ୍ତି । ସେ ଦିଲ୍ଲୀ ପବ୍ଲିକ ସ୍କୁଲ (ଦିଲ୍ଲୀ)ରୁ ଦଶମ ପାସ କରିଥିଲେ ।[୧]
କ୍ୟାରିୟର
[ସମ୍ପାଦନା]ଆଇପିଏଲ ୨୦୧୬ ନିଲାମି ପ୍ରକ୍ରିୟାରେ ନେଗି ୮.୫କୋଟି ଟଙ୍କାରେ ଦିଲ୍ଲୀ ଡ଼େୟାର ଡେଭିଲ୍ସ ପକ୍ଷରୁ କିଣା ହୋଇଛନ୍ତି । ୨୦୧୬ ମାର୍ଚ ୧୫ରେ ହେବାକୁ ଥିବା ଭାରତୀୟ ବିଶ୍ୱକପ ଦଳ ପାଇଁ ତାଙ୍କୁ ମନୋନୟନ କରାଯାଇଛି ।[୨]