ପାଲଲହଡ଼ା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
ପାଲଲହଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧, ୫୪,୨୪୬ |
ଜିଲ୍ଲା: | ଅନୁଗୋଳ |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଢେଙ୍କାନାଳ |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ପାଲଲହଡ଼ା (କ୍ରମିକ ସଂଖ୍ୟା: ୫୯) ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ । [୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ପାଲଲହଡ଼ା ବ୍ଳକ ଓ କଣିହାଁ ବ୍ଳକର କିଛି ଅଞ୍ଚଳ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ମହେଶ ସାହୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଅଶୋକ ମହାନ୍ତିଙ୍କଠାରୁ ୫୨୯୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ରବି ନାରାୟଣ ପାଣି, ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ୫,୪୬୭ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ପାଲଲହଡ଼ା [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ରବି ନାରାୟଣ ପାଣି | ୪୦,୯୮୦ | ୩୭.୯୬ | - | |
ଭାଜପା | ଧର୍ମେନ୍ଦ୍ର ପ୍ରଧାନ | ୩୫,୫୧୩ | ୩୨.୯୦ | - | |
କଂଗ୍ରେସ | ବିବୁଧେନ୍ଦ୍ର ପ୍ରତାପ ଦାସ | ୨୧,୨୫୮ | ୧୯.୬୯ | - | |
ସ୍ୱାଧୀନ | ଶ୍ରୀପତି ସିଙ୍କୋ | ୨,୩୪୫ | ୨.୧୭ | - | |
ସପା | ଅବନି କୁମାର ସାହୁ | ୧,୮୬୭ | ୧.୭୩ | N/A | |
ବସପା | ପରମାନନ୍ଦ ବିଳାସ | ୧,୩୧୧ | ୧.୨୧ | - | |
ସ୍ୱାଧୀନ | ଚିତ୍ତରଞ୍ଜନ ପ୍ରଧାନ | ୯୮୩ | ୦.୯୧ | - | |
ସ୍ୱାଧୀନ | ସଞ୍ଜୟ କୁମାର ନାଏକ | ୭୬୮ | ୦.୭୧ | - | |
ସ୍ୱାଧୀନ | ବୀରବର ବେହେରା | ୫୭୬ | ୦.୫୩ | - | |
ସ୍ୱାଧୀନ | ଗୟାଧର କିଷାନ | ୫୨୮ | ୦.୪୯ | - | |
ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ | ଦୁଲଭ ବେହେରା | ୪୮୯ | ୦.୪୫ | - | |
ସ୍ୱାଧୀନ | ରାଉତରା ନାଏକ | ୩୯୪ | ୦.୩୬ | - | |
କଳିଙ୍ଗ ସେନା | ରମେଶ ଚନ୍ଦ୍ର ସାହୁ | ୩୭୩ | ୦.୩୫ | - | |
ସ୍ୱାଧୀନ | ମନୋଜ କୁମାର ନାୟକ | ୩୦୧ | ୦.୨୮ | - | |
ସ୍ୱାଧୀନ | ବିଜୟ କୁମାର ପ୍ରଧାନ | ୨୭୧ | ୦.୨୫ | - | |
ଭୋଟ ବ୍ୟବଧାନ | ୫,୪୬୭ | ୫.୦୬* | - | ||
ମତଦାନ ହାର | ୧,୦୭,୯୫୯ | ୭୩.୯୩ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୫ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୨୪: ଅଶୋକ ମହାନ୍ତି (ବିଜେପି)
- ୨୦୧୯: ମୁକେଶ କୁମାର ପାଳ (ବିଜଦ)
- ୨୦୧୪: ମହେଶ ସାହୁ (ବିଜଦ)
- ୨୦୦୯: (୫୯): ରବି ନାରାୟଣ ପାଣି (ବିଜଦ)
- ୨୦୦୪: (୧୨୧): ନୃସିଂହ ଚରଣ ସାହୁ (କଂଗ୍ରେସ)
- ୨୦୦୦: (୧୨୧): ଧର୍ମେନ୍ଦ୍ର ପ୍ରଧାନ (ଭାଜପା)
- ୧୯୯୫: (୧୨୧): ବିଭୁଧେନ୍ଦ୍ର ପ୍ରତାପ ଦାସ (କଂଗ୍ରେସ)
- ୧୯୯୦: (୧୨୧): ନୃସିଂହ ଚରଣ ସାହୁ (ଜନତା ଦଳ)
- ୧୯୮୫: (୧୨୧): ବିଭୁଧେନ୍ଦ୍ର ପ୍ରତାପ ଦାସ (କଂଗ୍ରେସ)
- ୧୯୮୦: (୧୨୧): ବିଭୁଧେନ୍ଦ୍ର ପ୍ରତାପ ଦାସ (କଂଗ୍ରେସ-ଇ)
- ୧୯୭୭: (୧୨୧): ଧରଣୀଧର ପ୍ରଧାନ (ସ୍ୱାଧୀନ)
- ୧୯୭୪: (୧୨୧): ନାରାୟଣ ସାହୁ (କଂଗ୍ରେସ)
- ୧୯୭୧: (୧୩୩): ନାରାୟଣ ସାହୁ (ଜନ କଂଗ୍ରେସ)
- ୧୯୬୭: (୧୩୩): ପବିତ୍ର ମୋହନ ପ୍ରଧାନ (ଜନ କଂଗ୍ରେସ)
- ୧୯୬୧: (୭୩): ପବିତ୍ର ମୋହନ ପ୍ରଧାନ (କଂଗ୍ରେସ)
- ୧୯୫୭: (୪୯): ମୃତ୍ୟୁଞ୍ଜୟ ପାଳ (ଗଣ ପରିଷଦ)
- ୧୯୫୧: (୧୬): ମହେଶ ଚନ୍ଦ୍ର ସୁବାହୁ ସିଂହ (କଂଗ୍ରେସ) ଓ ବାଇଧର ନାୟକ (କଂଗ୍ରେସ)
ଆଧାର
[ସମ୍ପାଦନା]- ↑ "Pallahara Assembly Election 2009, Orissa". empoweringindia.org. Archived from the original on 10 March 2014. Retrieved 9 June 2013.
Constituency: Pallahara (59) District : Angul
- ↑ Assembly Constituencies and their EXtent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
5467
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 121-Pallahara Constituency of ORISSA". eci.nic.in. 2006. Retrieved 9 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf