ଆସିକା (ଲୋକ ସଭା ନିର୍ବାଚନ ମଣ୍ଡଳୀ)
Appearance
ଆସିକା ଓଡ଼ିଶାର ଏକ ଲୋକ ସଭା ନିର୍ବାଚନ ମଣ୍ଡଳୀ । ଏହାର କ୍ରମିକ ସଂଖ୍ୟା ରାଜ୍ୟରେ ୧୯। ଏହି ଲୋକ ସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ:
- ୨୦୨୪: ଅନୀତା ଶୁଭଦର୍ଶିନୀ (ବିଜେପି)
- ୨୦୧୯: ପ୍ରମିଳା ବିଶୋଇ, (ବିଜୁ ଜନତା ଦଳ)
- ୨୦୧୪: ଲଡୁକିଶୋର ସ୍ୱାଇଁ, (ବିଜୁ ଜନତା ଦଳ)
- ୨୦୦୯: ନିତ୍ୟାନନ୍ଦ ପ୍ରଧାନ, (ବିଜୁ ଜନତା ଦଳ)
- ୨୦୦୪: ହରିହର ସ୍ୱାଇଁ, (ବିଜୁ ଜନତା ଦଳ)
- ୧୯୯୯: କୁମୁଦିନୀ ପଟ୍ଟନାୟକ, (ବିଜୁ ଜନତା ଦଳ)
- ୧୯୯୮: ନବୀନ ପଟ୍ଟନାୟକ, (ବିଜୁ ଜନତା ଦଳ)
- ୧୯୯୭: ନବୀନ ପଟ୍ଟନାୟକ, (ଜନତା ଦଳ) [୩]
- ୧୯୯୬: ବିଜୁ ପଟ୍ଟନାୟକ, (ଜନତା ଦଳ)
- ୧୯୯୧: ରାମଚନ୍ଦ୍ର ରଥ, (କଂଗ୍ରେସ)
- ୧୯୮୯: ଅନନ୍ତ ନାରାୟଣ ସିଂହ ଦେଓ, (ଜନତା ଦଳ)
- ୧୯୮୪: ସୋମନାଥ ରଥ, (କଂଗ୍ରେସ)
- ୧୯୮୦: ରାମଚନ୍ଦ୍ର ରଥ, (କଂଗ୍ରେସ-ଇ)
- ୧୯୭୭: ରାମଚନ୍ଦ୍ର ରଥ, (କଂଗ୍ରେସ)
- ୧୯୭୧: ଦୁତିକୃଷ୍ଣ ପଣ୍ଡା, (ସିପିଆଇ)
୨୦୧୪ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୧୪ ସାଧାରଣ ନିର୍ବାଚନରେରେ ବିଜୁ ଜନତା ଦଳ ପ୍ରାର୍ଥୀ ଲଡୁକିଶୋର ସ୍ୱାଇଁ ୩,୧୧,୯୯୭ ଭୋଟ ବ୍ୟବଧ୍ୟାନରେ କଂଗ୍ରେସପ୍ରାର୍ଥୀ ଲୋକନାଥ ରଥଙ୍କୁ ହରାଇଥିଲେ |[୪]
୨୦୧୪ ଲୋକ ସଭା ନିର୍ବାଚନ ଫଳାଫଳ, ଆସିକା [୫][୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ଲଡୁକିଶୋର ସ୍ୱାଇଁ | ୫,୪୧,୪୭୩ | ୬୦.୪୧ | ||
କଂଗ୍ରେସ | ଲୋକନାଥ ରଥ | ୨,୨୯,୪୭୬ | ୨୫.୬ | ||
ଭାଜପା | ମହେଶ ଚନ୍ଦ୍ର ମହାନ୍ତି | ୬୭,୩୬୧ | ୭.୫୨ | ||
ଆମ୍ ଆଦମି ପାର୍ଟି | ପ୍ରଭାତ କୁମାର ମହାନ୍ତି | ୧୧,୦୬୩ | ୧.୨୩ | ||
ବସପା | ବିଜୟ କୁମାର ମହାପତ୍ର | ୯,୧୨୭ | ୧.୦୨ | ||
ତୃଣମୂଳ କଂଗ୍ରେସ | ବଂଶୀଧର ତ୍ରିପାଠୀ | ୭,୫୫୩ | ୦.୮୪ | ||
ସ୍ୱାଧୀନ | କେ ଶ୍ୟାମବାବୁ ସୁବୁଦ୍ଧି | ୫,୨୯୩ | ୦.୫୯ | ||
ସ୍ୱାଧୀନ | କାଳିଚରଣ ନାୟକ | ୫,୧୯୨ | ୦.୫୮ | - | |
ସିପିଆଇ(ମାଲେ) ଲିବରେସନ | ଶଙ୍କର ସାହୁ | ୪,୩୬୧ | ୦.୪୯ | ||
ନା ପସନ୍ଦ | ୧୫,୩୮୨ | ୧.୭୨ | - | ||
ଭୋଟ ବ୍ୟବଧାନ | ୩,୧୧,୯୯୭ | ୩୪.୮୧ | - | ||
ମତଦାନ ହାର | ୮,୯୬,୨୮୧ | ୬୪.୧୩ |
ଆଧାର
[ସମ୍ପାଦନା]- ↑ "Aska Parliamentary Constituency, mapsofindia.com". mapsofindia.com. Retrieved 29 May 2013.
Election Results of Aska Parliamentary Constituency
- ↑ "Aska Election results 1951 to 2009". travelindia-guide.com. Archived from the original on 27 April 2013. Retrieved 29 May 2013.
Election Results for Aska:
- ↑ "The Hindu : National / Elections 2004 : Stage play sets scene for Naveen's entry". hindu.com. 2012. Archived from the original on 9 November 2004. Retrieved 28 May 2013.
in 1997 when he won the by-election from the Aska Lok Sabha seat as a nominee of the erstwhile Janata Dal.
- ↑ "Odisha Result Status". ELECTION COMMISSION OF INDIA. Archived from the original on 28 May 2014. Retrieved 31 May 2014.
- ↑ "ଆର୍କାଇଭ୍ କପି". Archived from the original on 2014-05-20. Retrieved 2014-06-03.
{{cite web}}
: Cite has empty unknown parameter:|1=
(help) - ↑ "Lok Sabha Election 2014 - Orissa, Constituency: Aska (19)". EmpoweringIndia.org. Archived from the original on 31 May 2014. Retrieved 31 May 2014.