Jump to content

ଅଳକା ଚାନ୍ଦ

ଉଇକିପିଡ଼ିଆ‌ରୁ
ଅଳକା ଚାନ୍ଦ
ଜନ୍ମ (1943-04-06) ୬ ଅପ୍ରେଲ ୧୯୪୩ (ବୟସ ୮୧)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ମନସ୍ତତ୍ତ୍ୱ, ଓଡ଼ିଆ)
ସ୍ନାତକ (ଆଇନ, ଶିକ୍ଷା)
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ,
ସମ୍ବଲପୁର ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିଓଡ଼ିଆ ଗାଳ୍ପିକା, ଅନୁବାଦିକା ଓ ସଙ୍ଗୀତ ଶିଳ୍ପୀ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର (ଅନୁବାଦ), ୨୦୦୨

ଅଳକା ଚାନ୍ଦ ([ɔl̪ɔka t͡ʃand̪ɔ] (listen)) (ଜନ୍ମ: ୬ ଅପ୍ରେଲ ୧୯୪୩)[] ଜଣେ ଓଡ଼ିଆ ସାହିତ୍ୟିକା । ୨୦୦୨ ମସିହାରେ ଅନୁବାଦ ପୁସ୍ତକ, 'ମାନବ ଭୂମି' ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛନ୍ତି । ସାହିତ୍ୟ ବ୍ୟତିତ ସଙ୍ଗୀତରେ ମଧ୍ୟ ସେ ରୂଚି ରଖନ୍ତି । ନିଜେ ଜଣେ ଗାୟିକା ତଥା 'ରାଉରକେଲା ମ୍ୟୁଜିକ ସର୍କଲ'ର ପ୍ରତିଷ୍ଠାତା । ସେ ରାଉରକେଲାଠାରେ ଶିକ୍ଷକତା ମଧ୍ୟ କରିଛନ୍ତି ।[]

ରଚନାବଳୀ

[ସମ୍ପାଦନା]

ସମ୍ମାନ

[ସମ୍ପାଦନା]
  • ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର (ଅନୁବାଦ), ୨୦୦୨[][]
  • ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର, ୨୦୧୮(ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନଦ୍ୱାରା ପ୍ରଦତ୍ତ)[]
  1. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 32–. ISBN 978-81-260-0873-5. Retrieved 24 May 2013.
  2. http://www.odiasahitya.com/featured/galpika-o-anubadika-alakachand/
  3. http://sahitya-akademi.gov.in/sahitya-akademi/publications/odia.pdf
  4. "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡ଼େମୀ. Retrieved 30 March 2017.
  5. http://orissa.gov.in/e-magazine/orissaannualreference/OR-Annual-2009/pdf/94-101.pdf
  6. ଧରିତ୍ରୀ ୧୨/୦୩/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧ http://www.dharitri.com/e-Paper/Bhubaneswar/120318/p11.htm. Retrieved 12 March 2018. {{cite news}}: Missing or empty |title= (help)