ସ୍ମିତା ଭାରତୀ
ଏହି ପ୍ରସଙ୍ଗଟିରେ ଥିବା ଅଦରକାରୀ ଲେଖାସବୁ ହଟାଇ ଭଲକରି ଲେଖିବାକୁ ହେବ । ଏହାର ମାନ ଅଧୁନା ଉଇକିପିଡ଼ିଆର ମାନଦଣ୍ଡ ଅନୁସାରେ ଅନୁପଯୁକ୍ତ । କାରଣ: ନିମ୍ନମାନର ଲିଖନଶୈଳୀ । ଅତ୍ୟାବଶ୍ୟକୀୟ ତଥ୍ୟ ଓ ଆଧାର ନାହିଁ । ଦୟାକରି ଏହି ଲେଖାଟିକୁ ସୁଧାରିଦିଅନ୍ତୁ । ଏହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ କିଛି ଆଲୋଚନା ବି ହୋଇଥାଇପାରେ । (ମଇ ୨୦୨୧) |
ସ୍ମିତା ଭାରତୀ | |
---|---|
ଜନ୍ମ | Bhilai, Chhattisgarh India | ୨ ଅଗଷ୍ଟ ୧୯୬୪
ଜାତୀୟତା | Indian |
ବୃତ୍ତି(ସମୂହ) | Social activist, theatre director |
ସକ୍ରିୟ ବର୍ଷ | 1998–present |
ସାକ୍ଷୀ |
ସ୍ମିତା ଭାରତୀ, ଜଣେ ଭାରତୀୟ ସମାଜ ସେବିକା , ଲେଖିକା ତଥା ମଞ୍ଚ ନାଟକ ନିର୍ଦ୍ଦେଶିକା । ସେ ସାମାଜିକ ଭିତ୍ତିଭୂମି ଉପରେ ଆଧାରିତ ୨୦ରୁ ଅଧିକ ନାଟକରେ କାର୍ଯ୍ୟ କରିଛନ୍ତି । ସେ ମହିଳା ଓ ନିର୍ଯ୍ୟାତିତ ଦଳିତ ଶିଶୁମାନଙ୍କ ପାଇଁ ସାମାଜିକ ଉନ୍ନୟନ କାର୍ଯ୍ୟରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ନିଯୋଜିୟ କରିଛନ୍ତି । .[୧]
ପ୍ରାକ - ଜୀବନୀ ଓ ଶିକ୍ଷା
[ସମ୍ପାଦନା]ସ୍ମିତା ଛତିଶଗଡ଼ ରାଜ୍ୟର ଭିଲାଇଠାରେ ୧୯୬୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ସିମଳାଠାରେ ତାଙ୍କର ସ୍କୁଲ ଶିକ୍ଷା ପାଇଥିଲେ । ୧୯୮୨ ମସିହାରେ ସେ ନୂଆ ଦିଲ୍ଲୀ ଆସି ସେଠାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସାହିତ୍ୟ ଓ ମନୋବିଜ୍ଞାନରେ ଡିଗ୍ରୀ କରିଥିଲେ । ଏହା ପରେ ସେ ତାମିଲନାଡୁର ଅନ୍ନାମଲାଇ ବିଶ୍ୱବିଦ୍ୟାଳୟରୁ ସାହିତ୍ଯରେ ମାଷ୍ଟର ଡିଗ୍ରୀ ପାଇଥିଲେ । ତାଙ୍କ ବିବାହ ବିଫଳ ହେଇଥିଲା ଓ ଏହା ତାଙ୍କ ଜୀବନର ଧାରାକୁ ପରିବର୍ତ୍ତନ କରିଥିଲା । ସେ ଏକାକୀ ଦୁଇ ସନ୍ତାନଙ୍କ ପାଳନ କରିବା ସହ ସମାଜରେ ସେହି ସଦୃଶ ସମସ୍ତଙ୍କ ପାଇଁ ସାମାଜିକ କାର୍ଯ୍ୟରେ ମନୋନିବେଶ କରିଆସୁଛନ୍ତି । .[୨]
କାର୍ଯ୍ୟ ଜୀବନୀ
[ସମ୍ପାଦନା]୨୦୦୪ ମସିହାରୁ ସ୍ମିତା ୨୦ଟି ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି । [୩]ଏହା ସହ ସେ ଅଡିଓ ପୁସ୍ତକ ଓ ବିଡିଓ ସ୍ଥାପନ କାର୍ଯ୍ୟ ବିସ୍ତୃତ ଭାବରେ କରିଛନ୍ତି । [୪] ସଂସ୍କୃତି ପାଇଁ ଏକ ସଂଗ୍ରହାଳୟ ଓ ଏସୀୟ ହେରିଟେଜ ପ୍ରତିଷ୍ଠାନର ସେ ଜଣେ ଉପଦେଷ୍ଟା । ତାଙ୍କର ନାଟକ ସବୁ ସାମାଜିକ ଉନ୍ନତି ପାଇଁ ଉଦ୍ଧିଷ୍ଟ ରହିଥାଏ । ତାଙ୍କର ନାଟକ " ଯୁଗ ଯୁଗ ଜିଓ " ଜାତୀୟ ପୁରସ୍କାର ପ୍ରାପ୍ତ ହେଇଥିଲା । [୫][୬][୭][୮]
ସମାଜ ସେବା କାର୍ଯ୍ୟ
[ସମ୍ପାଦନା]ସ୍ନିତା 1993 ମସିହାରୁ ନୟନା କପୁର ଓ ଜସଜିତ ପୁରେବାଳଙ୍କଦ୍ୱାରା ସ୍ଥାପିତ ବେସରକାରୀ ଅନୁଷ୍ଠାନ " ସାକ୍ଷୀ "ରେ ନିର୍ଯ୍ୟାତିତ ଓ ପତିତ ମହିଳାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଆସୁଛନ୍ତି ।[୯]ସେ ସେହି ଅନୁଷ୍ଠାନର ମୀକ୍ଷ ଭାବରେ ୨୦୦୭ ମସିହାରୁ ୨୦୧୫ ମସିହା ଯାଏ ରହିଥିଲେ । ଏହି ସମୟ ମଧ୍ୟରେ ସେ ଅନେକ ଉନ୍ନତିମୂଳକ ପଦକ୍ଷେପ ନେଇଥିଲେ । [୧୦]
ପୁରସ୍କାର
[ସମ୍ପାଦନା]୨୦୧୩ ମସିହାରେ ସ୍ମିତା ଲାଦଳି ଜାତୀୟ ପୁରସ୍କାର ପାଇଥିଲେ । ଏହା ପରେ ୨୦୧୬ ମସିହାରେ ସେ ସମାଜ ସେବା ପାଇଁ କର୍ମବୀର ପୁରସ୍କାର ପ୍ରାପ୍ତ ହେଇଥିଲେ । [୧୧] [୧୨]>
ଆଧାର
[ସମ୍ପାଦନା]- ↑ "Smita Bharti". Naina Kapur Law.
- ↑ "Stage for Change". Indian Express. 2016.
- ↑ "A Story of 3 Best Friends". Times of India. 2016.
- ↑ "A strong voice". The Hindu. 2015.
- ↑ http://www.delhievents.com/2009/04/theatre-hungry-heart-festival-presents_22.html
- ↑ http://www.thehindu.com/todays-paper/tp-features/tp-metroplus/play-way-method/article4420417.ece
- ↑ http://danzaperformingarts.in/event.html
- ↑ "ଆର୍କାଇଭ୍ କପି". Archived from the original on 2016-09-18. Retrieved 2017-03-28.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2016-09-20. Retrieved 2017-03-28.
{{cite web}}
: Cite has empty unknown parameter:|1=
(help) - ↑ "A creative outlet". The Statesman. 2016.
- ↑ "ଆର୍କାଇଭ୍ କପି" (PDF). Archived from the original (PDF) on 2016-09-14. Retrieved 2017-03-28.
{{cite web}}
: Cite has empty unknown parameter:|1=
(help) - ↑ "Legendary singer Lata Mangeshkar conferred with Laadli Voice of the Century award". India Today. 2015. Archived from the original on 2016-09-17. Retrieved 2017-03-28.