Jump to content

ନନଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ

ଉଇକିପିଡ଼ିଆ‌ରୁ
୦୫:୩୯, ୧୩ ଫେବୃଆରୀ ୨୦୨୩ ବେଳେ Mr. Ibrahem (ଆଲୋଚନା | ଅବଦାନ) (Fix references, Expend infobox mdwiki.toolforge.org.) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ନନଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ
Drug class
Coated 200 mg tablets of generic ibuprofen, a common NSAID
Class identifiers
Pronunciation/ˈɛnsɛd/ EN-sed
SynonymsCyclooxygenase inhibitor,[] cyclooxygenase enzyme inhibitor,[] nonsteroidal anti-inflammatory agents/analgesics (NSAIAs), nonsteroidal anti-inflammatory medicines (NSAIMs)
UsePain, fever, inflammation[][]
Biological targetCOX-1 and COX-2[]
Clinical data
Drugs.comDrug Classes
In Wikidata

ନନଷ୍ଟେରଏଡାଲ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ ବା ଏନଏସଏଆଇଡି (ଇଂରାଜୀ ଭାଷାରେ NSAIDs ) ଏକ ଶ୍ରେଣୀର ଔଷଧ ଯାହା ଯନ୍ତ୍ରଣା, ଜ୍ୱର ଏବଂ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [] [] ହୃଦଘାତ କିମ୍ବା ଷ୍ଟ୍ରୋକ୍ ପ୍ରତିଷେଧ ପାଇଁ ଆସ୍ପିରିନ୍ ମଧ୍ୟ ବ୍ୟବହୃତ ହୋଇପାରେ | [] ସେଗୁଡିକ ପାଟି ବାଟେ ବା ଇଞ୍ଜେକ୍ସନ ଆକାରରେ ଦିଆଯାଏ, ଚର୍ମରେ ପ୍ରୟୋଗ କରାଯାଇପାରେ କିମ୍ବା ଏକ ସପୋଜିଟୋରି ଭାବରେ ବ୍ୟବହୃତ ହୋଇପାରେ | [] ପାରାସେଟାମୋଲ (ଏସିଟାମିନୋଫେନ) ସହିତ ମଧ୍ୟ ସେହି ଔଷଧ ଗୁଡ଼ିକ ବ୍ୟବହୃତ ହୋଇପାରେ | [] ଯେଉଁମାନଙ୍କର ପେଟ ସମସ୍ୟା ଥାଏ, ସେମାନଙ୍କୁ ପ୍ରୋଟୋନ ପମ୍ପ ଇନହିବିଟର ଔଷଧ ସ‌ହିତ ଦିଆଯାଇପାରେ | []

ପାର୍ଶ୍ୱ ପ୍ରତିକ୍ରିୟାରେ ପାକସ୍ଥଳୀ ଘାଆ, ହୃଦଘାତ, ଉଚ୍ଚ ରକ୍ତଚାପ ଏବଂ ବୃକ୍‌କ ରୋଗ ହୋଇପାରେ | [] [] [] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଜ୍‌ମା ଆକ୍ରମଣ ଏବଂ ହାଇଭ୍‌ସ ହୋଇପାରେ। [] ଗର୍ଭଧାରଣର ଶେଷ ୩ ମାସ ମଧ୍ୟରେ ସେଗୁଡିକ ଦିଆଯିବା ଉଚିତ୍ ନୁହେଁ | [] ଏହା ଅଣ-ସିଲେକ୍ଟିଭ୍ ଏବଂ କକ୍ସ-୨ ସିଲେକ୍ଟିଭ ନାମକ ଦୁଇଟି ପ୍ରକାରରେ ମିଳେ | [] କକ୍ସ-୨ ସିଲେକ୍ଟିଭ୍ ଏଜେଣ୍ଟ ଯୋଗୁ ପେଟରେ ଉତ୍ତେଜନା କମ୍ ହୁଏ କିନ୍ତୁ ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ | [] ସେଗୁଡ଼ିକ ସାଇକ୍ଲୋଅକ୍ସିଜେନେଜ ଏନଜାଇମର (କ‌କ୍ସ - ୧ କିମ୍ବା କ‌କ୍ସ - ୨) କାର୍ଯ୍ୟକଳାପକୁ ପ୍ରତିରୋଧ କରି କାର୍ଯ୍ୟକ୍ଷମ ହୁଅନ୍ତି | []

ଏହା ୧୮୯୯ ମସିହାରେ ପ୍ରଥମେ ଆସ୍ପିରିନ୍ ନାମରେ ବ୍ୟବସାୟିକ ବ୍ୟବହାରରେ ଆସିଥିଲା, ଯଦିଓ ଏହା ପୂର୍ବରୁ ଉଇଲୋ ଛାଲି ଆକାରରେ ବ୍ୟବହୃତ ହୋଇଥିଲା | [୧୦] ଏହା ପରେ ୧୯୬୦ ଦଶକରେ ଆଇବୁପ୍ରୋଫେନ୍ ଏବଂ ୧୯୭୦ ଦଶକରେ ନାପ୍ରୋକ୍ସେନ୍ ଔଷଧ ଭାବରେ ବ୍ୟବ‌ହାରରେ ଆସିଲା । [୧୧] ଜେନେରିକ ଔଷଧ ଭାବରେ ଅନେକ ରକମର ଏହି ଔଷଧ ଉପଲବ୍ଧ ଏବଂ ମହଙ୍ଗା ନୁହେଁ | [] କିଛି ଔଷଧ ପ୍ରେସକ୍ରିପସନ ଆକାରରେ କିଣାଯାଇପାରିବ | [] ପାରାସେଟାମୋଲକୁ ଏକ ଏନଏସଏଆଇଡି ଭାବରେ ବିବେଚନା କରାଯାଏ ନାହିଁ | [୧୨]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. p. 168. ISBN 978-0-7020-7442-4.
  2. ୨.୦ ୨.୧ ୨.୨ ୨.୩ Ghlichloo, I; Gerriets, V (January 2021). "Nonsteroidal Anti-inflammatory Drugs (NSAIDs)". PMID 31613522. {{cite journal}}: Cite journal requires |journal= (help)
  3. ୩.୦ ୩.୧ Lipfert P, Seitz R, Arndt JO (February 1987). "Studies of local anesthetic action on natural spike activity in the aortic nerve of cats". Anesthesiology. Ovid Technologies (Wolters Kluwer Health). 66 (2): 210–3. doi:10.1097/00000542-198702000-00016. PMID 3813081. Non-steroidal anti-inflammatory drugs (NSAIDs) are the competitive inhibitors of cyclooxygenase (COX), the enzyme which mediates the bioconversion of arachidonic acid to inflammatory prostaglandins (PGs).
  4. Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. p. 168. ISBN 978-0-7020-7442-4.
  5. Ghlichloo, I; Gerriets, V (January 2021). "Nonsteroidal Anti-inflammatory Drugs (NSAIDs)". PMID 31613522. {{cite journal}}: Cite journal requires |journal= (help)
  6. "List of Common NSAIDs + Uses, Types & Side Effects". Drugs.com (in ଇଂରାଜୀ). Retrieved 27 April 2021.
  7. Bally M, Dendukuri N, Rich B, Nadeau L, Helin-Salmivaara A, Garbe E, Brophy JM (May 2017). "Risk of acute myocardial infarction with NSAIDs in real world use: bayesian meta-analysis of individual patient data". BMJ. 357: j1909. doi:10.1136/bmj.j1909. PMC 5423546. PMID 28487435.
  8. Lanas A, Chan FK (August 2017). "Peptic ulcer disease". Lancet. 390 (10094): 613–624. doi:10.1016/S0140-6736(16)32404-7. PMID 28242110.
  9. ୯.୦ ୯.୧ "List of Common NSAIDs + Uses, Types & Side Effects". Drugs.com (in ଇଂରାଜୀ). Retrieved 27 April 2021.
  10. Ross, Stewart (2020). Who Invented Underpants?: The Weird Trivia of Human Invention, from Fire to Fast Food (and Everything In Between) (in ଇଂରାଜୀ). Simon and Schuster. p. 58. ISBN 978-1-64604-097-1.
  11. Ross, Stewart (2020). Who Invented Underpants?: The Weird Trivia of Human Invention, from Fire to Fast Food (and Everything In Between) (in ଇଂରାଜୀ). Simon and Schuster. p. 58. ISBN 978-1-64604-097-1.
  12. "Is Tylenol (acetaminophen) an NSAID?". Drugs.com (in ଇଂରାଜୀ). Retrieved 27 April 2021.