ଆପଣ Facebook କୁ ଲଗ୍‌ ଇନ୍‌ କିମ୍ବା ଯୋଗଦାନ କରିବାକୁ ଚାହାଁନ୍ତି କି?
Meta ଉତ୍ପାଦଗୁଡ଼ିକ କ’ଣ?
Facebook କମ୍ପାନୀ ବର୍ତ୍ତମାନ Meta ହୋଇଛି। ଜାନୁଆରୀ 4, 2022 ରେ ନୂଆ ନାମ ପ୍ରତିଫଳିତ କରିବାକୁ ଆମେ ଆମର ବ୍ୟବହାର ସର୍ତ୍ତାବଳୀ, ଗୋପନୀୟତା ନୀତି ଏବଂ କୁକି ନୀତି ଅଦ୍ୟତନ କରିଛୁ। ଯେତେବେଳେ ଆମର କମ୍ପାନୀର ନାମ ବଦଳିଛି, ଆମେ Metaରୁ Facebook ଆପ୍ ଅନ୍ତର୍ଭୁକ୍ତ କରି ସମାନ ଉତ୍ପାଦ ପ୍ରଦାନ କରିବା ଜାରି ରଖିଛୁ। ଆମର ଗୋପନୀୟତା ନୀତି ଏବଂ ସେବା ସର୍ତ୍ତାବଳୀ ବଳବତ୍ତର ରହିଛି ଏବଂ ଏହି ନାମ ପରିବର୍ତ୍ତନ ଆମେ କିପରି ଡାଟା ବ୍ୟବହାର କିମ୍ବା ସେୟାର୍ କରୁ ତାହା ଉପରେ ପ୍ରଭାବ ପକାଇବ ନାହିଁ। Meta ସମ୍ବନ୍ଧରେ ଅଧିକ ଜାଣନ୍ତୁ ଏବଂ metaverse ପାଇଁ ଆମର ସଂସ୍କରଣ।
ନୋଟ୍‍:Meta ଉତ୍ପାଦ କିଛି Meta-ଅଫର୍ ଉତ୍ପାଦ କିମ୍ବା ସେବା ଅନ୍ତର୍ଭୂକ୍ତ କରେ ନାହିଁ, ଯାହାର ନିଜସ୍ୱ ପୃଥକ ଗୋପନୀୟତା ନୀତି ଏବଂ ସେବା ସର୍ତ୍ତାବଳୀ ଅଛି, ଯେପରିକି Workplace, Free Basics, Messenger Kids, Viewpoints ଏବଂ Oculus ଏକାଉଣ୍ଟ୍ ବ୍ୟବହାର କରିବା ସମୟରେ Oculus ଉତ୍ପାଦଗୁଡିକ।
ଆମର ଉତ୍ପାଦଗୁଡ଼ିକ
Meta ଉତ୍ପାଦଗୁଡ଼ିକ ଅନ୍ତର୍ଭୁକ୍ତ:
  • Facebook (Facebook ମୋବାଇଲ୍ ଆପ୍ଲିକେସନ୍‍ ଏବଂ ଇନ୍-ଆପ୍ ବ୍ରାଉଜର୍ ଅନ୍ତର୍ଭୁକ୍ତ)
  • Messenger
  • Instagram (Threads ଏବଂ Boomerang ଭଳି ଆପସ୍ ଅନ୍ତର୍ଭୂକ୍ତ)
  • Meta ପୋର୍ଟାଲ୍‍-ବ୍ରାଣ୍ଡଯୁକ୍ତ ଡିଭାଇସ୍‌ଗୁଡ଼ିକ
  • Meta ପ୍ଲାଟଫର୍ମ୍ ଟେକ୍ନୋଲୋଜି ଉତ୍ପାଦଗୁଡ଼ିକ ଯେପରିକି Meta Horizon Worlds କିମ୍ବା Meta Quest (Facebook କିମ୍ୱା Meta ଏକାଉଣ୍ଟ୍ ବ୍ୟବହାର କରିବା ସମୟରେ)
  • ସପ୍‍‍‍ଗୁଡ଼ିକ
  • Meta Spark
  • Meta ଅଡିଏନ୍ସ ନେଟୱାର୍କ୍
  • NPE Team ଆପ୍ଲିକେସନ୍‍
  • Meta ବିଜିନେସ୍‍ ଟୁଲ୍ସ
  • ଆମର ଗୋପନୀୟତା ନୀତି ଆଧାରରେ Meta Platforms, Inc. କିମ୍ବା Meta Platforms Ireland Limited ଦ୍ୱାରା ପ୍ରଦାନ କରାଯାଉଥିବା ଅନ୍ୟ ଯେକୌଣସି ଫିଚର୍, ଆପ୍ଲିକେସନ୍‍, ଟେକ୍ନୋଲୋଜୀ, ସଫ୍ଟୱେର କିମ୍ବା ସେବାଗୁଡ଼ିକ।
ଓଡ଼ିଆ
+
Meta © 2024