Jump to content

"ବେଣୁଧର ପାଢ଼ୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
"ସାରସ୍ୱତ‌ ସାଧକ" ଭଳି ବର୍ଣ୍ଣନା ଉଇକିପିଡ଼ିଆରେ ରହିପାରିବ ନାହିଁ
ବହି ନାମ ଆରମ୍ଭରେ quote sign ('') ଶେଷରେ‌ ନଥିଲା
 
୧୭ କ ଧାଡ଼ି: ୧୭ କ ଧାଡ଼ି:
| subject =
| subject =
| movement =
| movement =
| notablework = ଓଡ଼ିଆ ସାହିତ୍ୟର ଇତିହାସ
| notablework = ''ଓଡ଼ିଆ ସାହିତ୍ୟର ଇତିହାସ''
| spouse =
| spouse =
| children =
| children =
୩୩ କ ଧାଡ଼ି: ୩୩ କ ଧାଡ଼ି:


== ସଂକ୍ଷିପ୍ତ ଜୀବନୀ ==
== ସଂକ୍ଷିପ୍ତ ଜୀବନୀ ==
ବେଣୁଧର ପାଢ଼ୀ [[କେନ୍ଦ୍ରପଡ଼ା]] ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ବିଭିନ୍ନ ମହାବିଦ୍ୟାଳୟରେ ପ୍ରାଧ୍ୟାପକ ଓ ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ପ୍ରବନ୍ଧ ସାହିତ୍ୟକୁ ତଥାକଥିତ ବୌଦ୍ଧିକତାର ଆବରଣରୁ ମୁକ୍ତ କରି ସରଳ, ସୂକ୍ଷ୍ମ ଓ କାବ୍ୟିକ ଛନ୍ଦରେ ଲୋକପ୍ରିୟ କରିପାରିଥିବାରୁ ସେ ସମସାମୟିକ ସମାଲୋଚନା ସାହିତ୍ୟ ଜଗତରେ ବେଶ୍ ଜଣାଶୁଣା ।<ref>{{ବହି ଆଧାର |last=ମହାରଣା |first=ସୁରେନ୍ଦ୍ର କୁମାର |title=ଓଡ଼ିଆ ସାହିତ୍ୟର ଇତିହାସ |publisher=ଓଡ଼ିଶା ବୁକ୍ ଷ୍ଟୋର୍ |year=୨୦୧୫ |isbn=81-7400-331-2 |edition=୩ୟ |location=କଟକ |pages=୬୧୩, ୬୫୫}}</ref> ତାଙ୍କ ଅଧିନରେ ବହୁ ଛାତ୍ରଛାତ୍ରୀ ଉପାଧ୍ୟୁତ୍ତର ଗବେଷଣା କରିଛନ୍ତି ।<ref>https://shodhganga.inflibnet.ac.in/handle/10603/128414</ref>
ବେଣୁଧର ପାଢ଼ୀ [[କେନ୍ଦ୍ରପଡ଼ା ଜିଲ୍ଲା]]ରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ବିଭିନ୍ନ ମହାବିଦ୍ୟାଳୟରେ ପ୍ରାଧ୍ୟାପକ ଓ ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ପ୍ରବନ୍ଧ ସାହିତ୍ୟକୁ ତଥାକଥିତ ବୌଦ୍ଧିକତାର ଆବରଣରୁ ମୁକ୍ତ କରି ସରଳ, ସୂକ୍ଷ୍ମ ଓ କାବ୍ୟିକ ଛନ୍ଦରେ ଲୋକପ୍ରିୟ କରିପାରିଥିବାରୁ ସେ ସମସାମୟିକ ସମାଲୋଚନା ସାହିତ୍ୟ ଜଗତରେ ବେଶ୍ ଜଣାଶୁଣା ।<ref>{{ବହି ଆଧାର |last=ମହାରଣା |first=ସୁରେନ୍ଦ୍ର କୁମାର |title=ଓଡ଼ିଆ ସାହିତ୍ୟର ଇତିହାସ |publisher=ଓଡ଼ିଶା ବୁକ୍ ଷ୍ଟୋର୍ |year=୨୦୧୫ |isbn=81-7400-331-2 |edition=୩ୟ |location=କଟକ |pages=୬୧୩, ୬୫୫}}</ref> ତାଙ୍କ ଅଧିନରେ ବହୁ ଛାତ୍ରଛାତ୍ରୀ ଉପାଧ୍ୟୁତ୍ତର ଗବେଷଣା କରିଛନ୍ତି ।<ref>https://shodhganga.inflibnet.ac.in/handle/10603/128414</ref>


== ରଚନାବଳୀ ==
== ରଚନାବଳୀ ==
* ''ସଂସ୍କୃତି ଓ ସାଂପ୍ରତିକତା
* ''ସଂସ୍କୃତି ଓ ସାଂପ୍ରତିକତା''
* ''ଓଡ଼ିଆ ସାହିତ୍ୟର ଇତିହାସ
* ''ଓଡ଼ିଆ ସାହିତ୍ୟର ଇତିହାସ''
* ''ସନ୍ତ୍ରାସବାଦ
* ''ସନ୍ତ୍ରାସବାଦ''
* ''ଫିକା ତିରଙ୍ଗା
* ''ଫିକା ତିରଙ୍ଗା''
* ''ମଗଜ ମନ୍ଥନ
* ''ମଗଜ ମନ୍ଥନ''
* ''କବିତାର ଭିନ୍ନ ନକ୍ସା
* ''କବିତାର ଭିନ୍ନ ନକ୍ସା''
* ''ଡେଣାଛିଣ୍ଡା କଙ୍କି ଓ ଝିଅର ଭାଗ୍ୟ
* ''ଡେଣାଛିଣ୍ଡା କଙ୍କି ଓ ଝିଅର ଭାଗ୍ୟ''
* ''ଉତ୍ତର ଆଧୁନିକତା : ଭୂମିରୁ ସୀମା''
* ''ଉତ୍ତର ଆଧୁନିକତା : ଭୂମିରୁ ସୀମା''
* ''ବିଦଗ୍ଧ ବିମର୍ଶ<ref>{{ବହି ଆଧାର |last=ପାଢ଼ୀ |first=ବେଣୁଧର |title=ବିଦଗ୍ଧ ବିମର୍ଶ |publisher=ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ |year=୨୦୧୭ |isbn=81-7394-020-7 |location=କଟକ |pages=କଭର ପୃଷ୍ଠା}}</ref>
* ''ବିଦଗ୍ଧ ବିମର୍ଶ''<ref>{{ବହି ଆଧାର |last=ପାଢ଼ୀ |first=ବେଣୁଧର |title=ବିଦଗ୍ଧ ବିମର୍ଶ |publisher=ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ |year=୨୦୧୭ |isbn=81-7394-020-7 |location=କଟକ |pages=କଭର ପୃଷ୍ଠା}}</ref>
* ''କବିର ଘର''
* ''କବିର ଘର''
* ''ପ୍ରବନ୍ଧ : ଦେଶକାଳ''
* ''ପ୍ରବନ୍ଧ : ଦେଶକାଳ''
* ''ଲୋକସାହିତ୍ୟ ଓ ଲୋକସାହିତ୍ୟ ତତ୍ତ୍ୱ<ref>https://opac.niser.ac.in/cgi-bin/koha/opac-detail.pl?biblionumber=32597</ref>
* ''ଲୋକସାହିତ୍ୟ ଓ ଲୋକସାହିତ୍ୟ ତତ୍ତ୍ୱ''<ref>https://opac.niser.ac.in/cgi-bin/koha/opac-detail.pl?biblionumber=32597</ref>
* ''ସାହିତ୍ୟ ତତ୍ତ୍ୱ : ପ୍ରାଚ୍ୟ ପାଶ୍ଚାତ୍ୟ''
* ''ସାହିତ୍ୟ ତତ୍ତ୍ୱ : ପ୍ରାଚ୍ୟ ପାଶ୍ଚାତ୍ୟ''
* ''ସାହିତ୍ୟ ଓ ମୂଲ୍ୟବୋଧ
* ''ସାହିତ୍ୟ ଓ ମୂଲ୍ୟବୋଧ''
* ''ସାହିତ୍ୟର କାୟାକଳ୍ପ
* ''ସାହିତ୍ୟର କାୟାକଳ୍ପ''
* ''କବିତାର କୋଷ୍ଠୀ କୁଣ୍ଡଳି
* ''କବିତାର କୋଷ୍ଠୀ କୁଣ୍ଡଳି''
* ''ପ୍ରାୟୋଗିକ ଭାଷା ଓ ସୃଜନ କ୍ରିୟା''
* ''ପ୍ରାୟୋଗିକ ଭାଷା ଓ ସୃଜନ କ୍ରିୟା''
* ''ବିବିଧ ବିମର୍ଶ
* ''ବିବିଧ ବିମର୍ଶ''
* ''କିଛି କଥା କିଛି ବିଚାର
* ''କିଛି କଥା କିଛି ବିଚାର''
* ''ଜଗତୀକରଣ ଅର୍ଥନୀତି : ଗ୍ୟାଟ୍ ଓ ଡଙ୍କେଲ ଚିଠା''
* ''ଜଗତୀକରଣ ଅର୍ଥନୀତି : ଗ୍ୟାଟ୍ ଓ ଡଙ୍କେଲ ଚିଠା''

==ଆଧାର==
==ଆଧାର==
{{ଆଧାର}}
{{Authority control}}
{{Authority control}}
[[ଶ୍ରେଣୀ:୧୯୫୯ ଜନ୍ମ]]
[[ଶ୍ରେଣୀ:୧୯୫୯ ଜନ୍ମ]]

୨୦:୨୫, ୨୨ ଡିସେମ୍ବର ୨୦୨୪ ହୋଇଥିବା ରିଭିଜନ

ବେଣୁଧର ପାଢ଼ୀ
ଜନ୍ମ ଓ ଜନ୍ମସ୍ଥାନ୧୯୫୯
କେନ୍ଦ୍ରାପଡ଼ା
ବୃତ୍ତିଅଧ୍ୟାପକ,ପ୍ରାବନ୍ଧିକ, ସମାଲୋଚକ ଓ ଗବେଷକ
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ସାହିତ୍ୟ କୃତିଓଡ଼ିଆ ସାହିତ୍ୟର ଇତିହାସ

ବେଣୁଧର ପାଢ଼ୀ(ଜନ୍ମ: ୧୯୫୯ ଜଣେ ଭାରତୀୟ ଓଡ଼ିଆ-ଭାଷୀ ସମାଲୋଚକ, ପ୍ରାବନ୍ଧିକ, ଗବେଷକ ତଥା ସଂକଳକ ଏବଂ ୧୯୮୦ ପରବର୍ତ୍ତୀ ଓଡ଼ିଆ ସମାଲୋଚନା ସାହିତ୍ୟ ରଚନା ପାଇଁ ଜଣାଶୁଣା ।

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ବେଣୁଧର ପାଢ଼ୀ କେନ୍ଦ୍ରପଡ଼ା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ବିଭିନ୍ନ ମହାବିଦ୍ୟାଳୟରେ ପ୍ରାଧ୍ୟାପକ ଓ ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ପ୍ରବନ୍ଧ ସାହିତ୍ୟକୁ ତଥାକଥିତ ବୌଦ୍ଧିକତାର ଆବରଣରୁ ମୁକ୍ତ କରି ସରଳ, ସୂକ୍ଷ୍ମ ଓ କାବ୍ୟିକ ଛନ୍ଦରେ ଲୋକପ୍ରିୟ କରିପାରିଥିବାରୁ ସେ ସମସାମୟିକ ସମାଲୋଚନା ସାହିତ୍ୟ ଜଗତରେ ବେଶ୍ ଜଣାଶୁଣା ।[] ତାଙ୍କ ଅଧିନରେ ବହୁ ଛାତ୍ରଛାତ୍ରୀ ଉପାଧ୍ୟୁତ୍ତର ଗବେଷଣା କରିଛନ୍ତି ।[]

ରଚନାବଳୀ

[ସମ୍ପାଦନା]
  • ସଂସ୍କୃତି ଓ ସାଂପ୍ରତିକତା
  • ଓଡ଼ିଆ ସାହିତ୍ୟର ଇତିହାସ
  • ସନ୍ତ୍ରାସବାଦ
  • ଫିକା ତିରଙ୍ଗା
  • ମଗଜ ମନ୍ଥନ
  • କବିତାର ଭିନ୍ନ ନକ୍ସା
  • ଡେଣାଛିଣ୍ଡା କଙ୍କି ଓ ଝିଅର ଭାଗ୍ୟ
  • ଉତ୍ତର ଆଧୁନିକତା : ଭୂମିରୁ ସୀମା
  • ବିଦଗ୍ଧ ବିମର୍ଶ[]
  • କବିର ଘର
  • ପ୍ରବନ୍ଧ : ଦେଶକାଳ
  • ଲୋକସାହିତ୍ୟ ଓ ଲୋକସାହିତ୍ୟ ତତ୍ତ୍ୱ[]
  • ସାହିତ୍ୟ ତତ୍ତ୍ୱ : ପ୍ରାଚ୍ୟ ପାଶ୍ଚାତ୍ୟ
  • ସାହିତ୍ୟ ଓ ମୂଲ୍ୟବୋଧ
  • ସାହିତ୍ୟର କାୟାକଳ୍ପ
  • କବିତାର କୋଷ୍ଠୀ କୁଣ୍ଡଳି
  • ପ୍ରାୟୋଗିକ ଭାଷା ଓ ସୃଜନ କ୍ରିୟା
  • ବିବିଧ ବିମର୍ଶ
  • କିଛି କଥା କିଛି ବିଚାର
  • ଜଗତୀକରଣ ଅର୍ଥନୀତି : ଗ୍ୟାଟ୍ ଓ ଡଙ୍କେଲ ଚିଠା
  1. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୬୧୩, ୬୫୫. ISBN 81-7400-331-2.
  2. https://shodhganga.inflibnet.ac.in/handle/10603/128414
  3. ପାଢ଼ୀ, ବେଣୁଧର (୨୦୧୭). ବିଦଗ୍ଧ ବିମର୍ଶ. କଟକ: ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ. pp. କଭର ପୃଷ୍ଠା. ISBN 81-7394-020-7.
  4. https://opac.niser.ac.in/cgi-bin/koha/opac-detail.pl?biblionumber=32597