Jump to content

"ନୀଳମଣି ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ Fix joint words
ଜନ୍ମ ମୃତ୍ୟୁ ତାରିଖ, +ଆଧାର
 
୮ କ ଧାଡ଼ି: ୮ କ ଧାଡ଼ି:
| pseudonym =
| pseudonym =
| birth_name =
| birth_name =
| birth_date = ୧୯୨୯
| birth_date = {{Birth date |df=y|1929|04|12}}
| birth_place =
| birth_place = ଚରମ୍ପା, ଭଦ୍ରକ ଜିଲ୍ଲା
| death_date = ୧୯୯୭
| death_date = {{Death date and age |df=y|1997|10|3|1929|04|12}}
| death_place =
| death_place =
| resting_place =
| resting_place =
୩୫ କ ଧାଡ଼ି: ୩୫ କ ଧାଡ଼ି:
}}
}}

'''ନୀଳମଣି ମିଶ୍ର''' (୧୯୨୯ - ୧୯୯୭)<ref>{{Cite web|url=https://viaf.org/viaf/57667202/|title=57667202|website=viaf.org|access-date=2022-07-13}}</ref> ଜଣେ ଓଡ଼ିଆ ଲେଖକ ଓ ସଂଗ୍ରହ ତତ୍ତ୍ୱାବଧାୟକ ଥିଲେ । ସେ [[ଓଡ଼ିଆ ଭାଷା]]<nowiki/>ରେ ବିଭିନ୍ନ ପୁସ୍ତକ ରଚନା କରିବା ସହିତ କିଛି ପୁସ୍ତକ ଅନୁବାଦ କରିଥିଲେ । ସେ ଅମୃତଲାଲ ନାଗରଙ୍କ ରଚିତ ଉପନ୍ୟାସ 'ନାଚ୍ୟୋ ବହୁତ୍ ଗୋପାଲ୍'କୁ [[କେତେ ନାଚିବ ଗୋପାଳ]] ଭାବରେ ଓଡ଼ିଆରେ ଅନୁବାଦ କରିଥିଲେ, ଯାହା ପାଇଁ ତାଙ୍କୁ ୧୯୯୧ ମସିହାରେ [[ସାହିତ୍ୟ ଏକାଡେମୀ|କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ)]] ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
'''ନୀଳମଣି ମିଶ୍ର''' (୧୨ ଅପ୍ରେଲ ୧୯୨୯ - ୩ ଅକ୍ଟୋବର ୧୯୯୭)<ref>{{cite journal |last1=ସାହୁ |first1=ଡ. ଲାବଣ୍ୟଚନ୍ଦ୍ର |title=ଓଡ଼ିଶାର ଐତିହ୍ୟ ଓ ଐଶ୍ୱର୍ଯ୍ୟର ଦୁର୍ଲ୍ଲଭ ଗବେଷକ: ସ୍ୱର୍ଗତଃ ପଣ୍ଡିତ ନୀଳମଣି ମିଶ୍ର |journal=ଉତ୍କଳ ପ୍ରସଙ୍ଗ |issue=ଅପ୍ରେଲ ୨୦୦୬ |pages=୩୯-୪୫ |url=https://magazines.odisha.gov.in/utkalprasanga/april2006/oriyapdf/odisara_aitihya.pdf |accessdate=22 October 2024}}</ref> ଜଣେ ଓଡ଼ିଆ ଲେଖକ ଓ ସଂଗ୍ରହାଳୟ ତତ୍ତ୍ୱାବଧାୟକ ଥିଲେ । ସେ [[ଓଡ଼ିଆ ଭାଷା]]<nowiki/>ରେ ବିଭିନ୍ନ ପୁସ୍ତକ ରଚନା କରିବା ସହିତ କିଛି ପୁସ୍ତକ ଅନୁବାଦ କରିଥିଲେ । ସେ ଅମୃତଲାଲ ନାଗରଙ୍କ ରଚିତ ଉପନ୍ୟାସ 'ନାଚ୍ୟୋ ବହୁତ୍ ଗୋପାଲ୍'କୁ [[କେତେ ନଚାଇବ ଗୋପାଳ]] ଭାବରେ ଓଡ଼ିଆରେ ଅନୁବାଦ କରିଥିଲେ, ଯାହା ପାଇଁ ତାଙ୍କୁ ୧୯୯୧ ମସିହାରେ [[ସାହିତ୍ୟ ଏକାଡେମୀ|କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ)]] ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ସେ ପ୍ରବନ୍ଧ, ଉପନ୍ୟାସ, କବିତା ଓ ଜୀବନୀ ଆଦିକୁ ନେଇ ପୁସ୍ତକମାନ ରଚନା କରିଥିଲେ ।<ref>{{Cite web|url=https://archive.org/search.php?query=creator:%22%E0%AC%A8%E0%AD%80%E0%AC%B3%E0%AC%AE%E0%AC%A3%E0%AC%BF+%E0%AC%AE%E0%AC%BF%E0%AC%B6%E0%AD%8D%E0%AC%B0%22|title=Internet Archive Search: creator:"ନୀଳମଣି ମିଶ୍ର"|website=archive.org|language=en|access-date=2022-07-13}}</ref> ୧୯୭୨ ମସିହାରେ [[ଭୁବନେଶ୍ୱର]]<nowiki/>ରୁ [[ଓଡ଼ିଶା ସାହିତ୍ୟ ଏକାଡେମୀ]]ଦ୍ୱାରା ''ଓଡ଼ିଆ ପୋଇ ସାହିତ୍ୟ'' ନାମକ ତାଙ୍କର ଏକ ପୁସ୍ତକ ପ୍ରକାଶ ପାଇଥିଲା, ଯାହାକି ୧୫୬ ପୃଷ୍ଠା ବିଶିଷ୍ଟ ଥିଲା ।<ref>{{Cite web|url=https://openlibrary.org/works/OL11157955W/O%E1%B8%8Di%C4%81_po%C4%AB_s%C4%81hitya|title=Oḍiā poī sāhitya. (1972 edition) {{!}} Open Library|last=OpenLibrary.org|website=Open Library|language=or|access-date=2022-07-13}}</ref> [[କଟକ]]<nowiki/>ର [[ଗ୍ରନ୍ଥମନ୍ଦିର]] ପ୍ରକାଶନ ସଂସ୍ଥାଦ୍ୱାରା ୧୯୭୬ ମସିହାରେ ତାଙ୍କ ରଚିତ ''ଭକ୍ତ ସାଲବେଗ'' ନାମକ ଏକ ଜୀବନୀ ପୁସ୍ତକର ପ୍ରକାଶ ପାଇଥିଲା ।<ref>{{Cite web|url=https://openlibrary.org/works/OL11157953W/Bhaktakabi_S%C4%81labega|title=Bhaktakabi Sālabega. (1976 edition) {{!}} Open Library|last=OpenLibrary.org|website=Open Library|language=or|access-date=2022-07-13}}</ref>

୫୨ କ ଧାଡ଼ି: ୫୨ କ ଧାଡ଼ି:

=== ଅନୁବାଦ ===
=== ଅନୁବାଦ ===
* କେତେ ନାଚିତ ଗୋପାଳ (ମୂଳ ହିନ୍ଦୀ - ନାଚ୍ୟୋ ବହୁତ୍ ଗୋପାଲ୍) - ୧୯୯୧
* କେତେ ନଚାଇବ ଗୋପାଳ (ମୂଳ ହିନ୍ଦୀ - ନାଚ୍ୟୋ ବହୁତ୍ ଗୋପାଲ୍) - ୧୯୯୧

== ସମ୍ମାନ ଓ ପୁରସ୍କାର ==
== ସମ୍ମାନ ଓ ପୁରସ୍କାର ==
* [[ସାହିତ୍ୟ ଏକାଡେମୀ|କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର]] - ୧୯୯୧<ref>{{cite web |title=AKADEMI TRANSLATION PRIZES (1989-2021) |url=https://sahitya-akademi.gov.in/awards/anuvad_samman_suchi.jsp#ODIA |website=www.sahitya-akademi.gov.in |publisher=Sahitya Akademi |accessdate=12 July 2022 |archiveurl=https://web.archive.org/web/20220712114840/https://sahitya-akademi.gov.in/awards/anuvad_samman_suchi.jsp |archivedate=12 July 2022 |url-status=live}}</ref>

* ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ବର୍ଦ୍ଧନା, ୧୯୯୨<ref>{{cite web |title=ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା |url=http://odishasahityaakademi.org/English/ovation3.php |website=ଓଡ଼ିଶା ସାହିତ୍ୟ ଏକାଡେମୀ |accessdate=22 October 2024}}</ref>

== ଆଧାର ==
== ଆଧାର ==
{{ଆଧାର}}
{{ଆଧାର}}
{{କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ)}}
{{Authority control}}
{{Authority control}}

{{କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ)}}

[[ଶ୍ରେଣୀ:୧୯୨୯ ଜନ୍ମ]]
[[ଶ୍ରେଣୀ:୧୯୯୭ ମୃତ୍ୟୁ]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ସାହିତ୍ୟିକ]]
[[ଶ୍ରେଣୀ:ଓଡ଼ିଆ ଲେଖକ]]
[[ଶ୍ରେଣୀ:ଓଡ଼ିଆ ଲେଖକ]]
[[ଶ୍ରେଣୀ:ଓଡ଼ିଆ ଅନୁବାଦକ]]
[[ଶ୍ରେଣୀ:ଓଡ଼ିଆ ଅନୁବାଦକ]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ସମ୍ମାନିତ ଓଡ଼ିଆ ସାହିତ୍ୟିକ]]
[[ଶ୍ରେଣୀ:୧୯୨୯ ଜନ୍ମ]]
[[ଶ୍ରେଣୀ:୧୯୯୭ ମୃତ୍ୟୁ]]

୨୦:୩୫, ୨୨ ଅକ୍ଟୋବର ୨୦୨୪ ହୋଇଥିବା ରିଭିଜନ

ନୀଳମଣି ମିଶ୍ର
ଜନ୍ମ(1929-04-12)୧୨ ଅପ୍ରେଲ ୧୯୨୯
ଚରମ୍ପା, ଭଦ୍ରକ ଜିଲ୍ଲା
ମୃତ୍ୟୁ୩ ଅକ୍ଟୋବର ୧୯୯୭(1997-10-03) (ବୟସ ୬୮)
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତିଲେଖକ
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ସମ୍ମାନ, ୧୯୯୧

ନୀଳମଣି ମିଶ୍ର (୧୨ ଅପ୍ରେଲ ୧୯୨୯ - ୩ ଅକ୍ଟୋବର ୧୯୯୭)[] ଜଣେ ଓଡ଼ିଆ ଲେଖକ ଓ ସଂଗ୍ରହାଳୟ ତତ୍ତ୍ୱାବଧାୟକ ଥିଲେ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପୁସ୍ତକ ରଚନା କରିବା ସହିତ କିଛି ପୁସ୍ତକ ଅନୁବାଦ କରିଥିଲେ । ସେ ଅମୃତଲାଲ ନାଗରଙ୍କ ରଚିତ ଉପନ୍ୟାସ 'ନାଚ୍ୟୋ ବହୁତ୍ ଗୋପାଲ୍'କୁ କେତେ ନଚାଇବ ଗୋପାଳ ଭାବରେ ଓଡ଼ିଆରେ ଅନୁବାଦ କରିଥିଲେ, ଯାହା ପାଇଁ ତାଙ୍କୁ ୧୯୯୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ସେ ପ୍ରବନ୍ଧ, ଉପନ୍ୟାସ, କବିତା ଓ ଜୀବନୀ ଆଦିକୁ ନେଇ ପୁସ୍ତକମାନ ରଚନା କରିଥିଲେ ।[] ୧୯୭୨ ମସିହାରେ ଭୁବନେଶ୍ୱରରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ପୋଇ ସାହିତ୍ୟ ନାମକ ତାଙ୍କର ଏକ ପୁସ୍ତକ ପ୍ରକାଶ ପାଇଥିଲା, ଯାହାକି ୧୫୬ ପୃଷ୍ଠା ବିଶିଷ୍ଟ ଥିଲା ।[] କଟକଗ୍ରନ୍ଥମନ୍ଦିର ପ୍ରକାଶନ ସଂସ୍ଥାଦ୍ୱାରା ୧୯୭୬ ମସିହାରେ ତାଙ୍କ ରଚିତ ଭକ୍ତ ସାଲବେଗ ନାମକ ଏକ ଜୀବନୀ ପୁସ୍ତକର ପ୍ରକାଶ ପାଇଥିଲା ।[]

ରଚନାବଳୀ

[ସମ୍ପାଦନା]
  • ଓଡ଼ିଆ ରାମ ସାହିତ୍ୟ - ୧୯୫୮ (ପ୍ରବନ୍ଧ ପୁସ୍ତକ)
  • ଓଡ଼ିଶାର ସଂସ୍କୃତ ଲେଖା ଓ ଲେଖକ - ୧୯୬୨ (ପ୍ରବନ୍ଧ ପୁସ୍ତକ)
  • ଭକ୍ତକବି ସାଲବେଗ: ଜୀବନୀ ଓ ପଦ୍ୟାବଳୀ - ୧୯୭୬ (ଜୀବନୀ ପୁସ୍ତକ)
  • ଦକ୍ଷଯଜ୍ଞ ଗୀତାଭିନୟ - ୧୯୭୮ (କବିତା ପୁସ୍ତକ)
  • କବି ବନମାଳୀ ଦାସ - ୧୯୮୦ (ଜୀବନୀ ପୁସ୍ତକ)
  • କବି ଜଗନ୍ନାଥ ପାଣି - ୧୯୮୨ (ଜୀବନି ପୁସ୍ତକ)
  • ଗୋ ମାହାତ୍ମ୍ୟ - ୧୯୮୪ (ପ୍ରବନ୍ଧ ସଂକଳନ)
  • ଛଇଳୀ ରାଧା - ୧୯୮୬ (ଉପନ୍ୟାସ)
  • କବିସମ୍ରାଟ ଉପେନ୍ଦ୍ର ଭଞ୍ଜ - ୧୯୯୪ (ଜୀବନୀ ପୁସ୍ତକ)
  • ଜ୍ୱର ଚକିତ୍ସା - ୧୯୯୮ (ସାଧାରଣ ଜ୍ଞାନ ପୁସ୍ତକ)

ଅନୁବାଦ

[ସମ୍ପାଦନା]
  • କେତେ ନଚାଇବ ଗୋପାଳ (ମୂଳ ହିନ୍ଦୀ - ନାଚ୍ୟୋ ବହୁତ୍ ଗୋପାଲ୍) - ୧୯୯୧

ସମ୍ମାନ ଓ ପୁରସ୍କାର

[ସମ୍ପାଦନା]
  1. ସାହୁ, ଡ. ଲାବଣ୍ୟଚନ୍ଦ୍ର. "ଓଡ଼ିଶାର ଐତିହ୍ୟ ଓ ଐଶ୍ୱର୍ଯ୍ୟର ଦୁର୍ଲ୍ଲଭ ଗବେଷକ: ସ୍ୱର୍ଗତଃ ପଣ୍ଡିତ ନୀଳମଣି ମିଶ୍ର" (PDF). ଉତ୍କଳ ପ୍ରସଙ୍ଗ (ଅପ୍ରେଲ ୨୦୦୬): ୩୯-୪୫. Retrieved 22 October 2024.
  2. "Internet Archive Search: creator:"ନୀଳମଣି ମିଶ୍ର"". archive.org (in ଇଂରାଜୀ). Retrieved 2022-07-13.
  3. OpenLibrary.org. "Oḍiā poī sāhitya. (1972 edition) | Open Library". Open Library. Retrieved 2022-07-13.
  4. OpenLibrary.org. "Bhaktakabi Sālabega. (1976 edition) | Open Library". Open Library. Retrieved 2022-07-13.
  5. "AKADEMI TRANSLATION PRIZES (1989-2021)". www.sahitya-akademi.gov.in. Sahitya Akademi. Archived from the original on 12 July 2022. Retrieved 12 July 2022.
  6. "ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ବାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 22 October 2024.