"ଶକୁନ୍ତଳା ଦେବୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
added Category:Ch ui using HotCat ଟ୍ୟାଗସବୁ: Reverted ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
ଟିକେ 106.208.247.169 (ଆଲୋଚନା)ଙ୍କ ଦେଇ କରାଯାଇଥିବା ବଦଳକୁ Ssgapu22ଙ୍କ ଦେଇ କରାଯାଇଥିବା ଶେଷ ବଦଳକୁ ଫେରାଇ ଦିଆଗଲା ଟ୍ୟାଗ: Rollback |
||
୪୩ କ ଧାଡ଼ି: | ୪୩ କ ଧାଡ଼ି: | ||
[[ଶ୍ରେଣୀ:୨୦୧୩ ମୃତ୍ୟୁ]] |
[[ଶ୍ରେଣୀ:୨୦୧୩ ମୃତ୍ୟୁ]] |
||
[[ଶ୍ରେଣୀ:ଗଣିତଜ୍ଞ]] |
[[ଶ୍ରେଣୀ:ଗଣିତଜ୍ଞ]] |
||
[[ଶ୍ରେଣୀ:Ch ui]] |
|||
{{ଅଧାଗଢା}} |
{{ଅଧାଗଢା}} |
୨୩:୫୯, ୨୬ ଜୁଲାଇ ୨୦୨୪ ହୋଇଥିବା ରିଭିଜନ
ଶକୁନ୍ତଳା ଦେବୀ | |
---|---|
ଜନ୍ମ | ବେଙ୍ଗାଲୁରୁ, କର୍ଣ୍ଣାଟକ, ଭାରତ | ୪ ନଭେମ୍ବର ୧୯୨୯
ମୃତ୍ୟୁ | ୨୧ ଅପ୍ରେଲ ୨୦୧୩ ବେଙ୍ଗାଲୁରୁ, କର୍ଣ୍ଣାଟକ, ଭାରତ | (ବୟସ ୮୪)
ମୃତ୍ୟୁର କାରଣ | ହୃଦାଘାତ |
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ମାନବ କମ୍ପ୍ୟୁଟର |
ବୃତ୍ତି(ସମୂହ) | ଗଣିତଜ୍ଞ, ଜ୍ୟୋତିଷ |
ଶକୁନ୍ତଳା ଦେବୀ (ନଭେମ୍ବର ୪, ୧୯୨୯ - ୨୧ ଏପ୍ରିଲ, ୨୦୧୩) ଜଣେ ଭାରତୀୟ ଗଣିତଜ୍ଞ ଓ ବିସ୍ମୟକାରୀ ମାନସିକ ସଂଖ୍ୟା ଗଣକ ଥିଲେ, ଯିଏ ମାନବ କମ୍ପ୍ୟୁଟର ନାମରେ ମଧ୍ୟ ପ୍ରସିଦ୍ଧ ଥିଲେ । ତାଙ୍କର ଜନ୍ମ ବେଙ୍ଗାଲୁରୁଠାରେ ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ହୋଇଥିଲା ।
ଜୀବନୀ
[ସମ୍ପାଦନା]ବାଙ୍ଗାଲୋରର ଏକ ନୈଷ୍ଠିକ କନ୍ନଡ ବ୍ରାହ୍ମଣ ପରିବାରରେ ନଭେମ୍ବର ୪, ୧୯୨୯ ମସିହାରେ ଶକୁନ୍ତଳା ଦେବୀଙ୍କ ଜନ୍ମ ।[୧] ତାଙ୍କ ପିତା ଜଣେ ମନ୍ଦିର ପୁଜାରୀ ହେବା ପାଇଁ ରାଜି ନ ହୋଇ ଗୋଟିଏ ସର୍କସ ଦଳରେ ଯୋଗ ଦେଇଥିଲେ ।[୨] ଶକୁନ୍ତଳାଙ୍କୁ ଯେତେବେଳେ ମାତ୍ର ତିନି ବର୍ଷ ବୟସ, ଏକ ତାସ୍ ମ୍ୟାଜିକ ଶିଖାଇବାକୁ ଯାଇ ତାଙ୍କ ପିତା ଝିଅର ସଂଖ୍ୟାଗୁଡିକୁ ମନେରଖିବାର ଅଦ୍ଭୁତ କ୍ଷମତା ଲକ୍ଷ୍ୟ କରିପାରିଲେ । ପିତା ସର୍କସ ଛାଡି ଶକୁନ୍ତଳାଙ୍କୁ ନେଇ ତାଙ୍କର ଅଦ୍ଭୁତ ଗଣନା ଶକ୍ତି ପ୍ରଦର୍ଶନ କରିବା ନିମିତ୍ତ ରାସ୍ତାଘାଟରେ ଗଣିତ ଖେଳ ଦେଖାଇବା ଆରମ୍ଭ କଲେ । ଶକୁନ୍ତଳା ସେତେବେଳେ କୌଣସି ପ୍ରକାର ଔପଚାରିକ ଶିକ୍ଷା ଲାଭ କରି ନ ଥିଲେ । ଛଅବର୍ଷ ବେଳକୁ ସେ ମାନସିକ ଗଣନା ତଥା ମନେ ରଖିବାର ଅଦ୍ଭୁତ ଦକ୍ଷତା ମହୀଶୂର ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ କରିଥିଲେ ।
୧୯୪୪ରେ ଶକୁନ୍ତଳା ବାପାଙ୍କ ସହ ଲଣ୍ଡନ ଯାତ୍ରା କଲେ ।[୩]
ସଫଳତା ଓ ସମ୍ମାନ
[ସମ୍ପାଦନା]- ଫିଲିପାଇନ୍ସ ୟୁନିଭରସିଟିଦ୍ୱାରା ୧୯୬୯ ମସିହାର ବର୍ଷର ଅତି ବିଶିଷ୍ଟ ମହିଳା ସମ୍ମାନ ସହ ସ୍ୱର୍ଣ୍ଣ ପଦକ ଲାଭ ।
- ୧୯୮୮ରେ ୱ୍ୱାସିଂଟନ୍ D.C.ଠାରେ ଭାରତର ତତ୍କାଳୀନ ରାଷ୍ଟ୍ରଦୂତଙ୍କଦ୍ୱାରା ରାମାନୁଜ ଗାଣିତିକ ପ୍ରତିଭା(Ramanujan Mathematical Genius) ସମ୍ମାନରେ ସମ୍ମାନିତ । [୪]
ବହି
[ସମ୍ପାଦନା]- Puzzles to Puzzle You (New Delhi: Orient, 2005). ISBN 978-81-222-0014-0
- More Puzzles to Puzzle You (New Delhi: Orient, 2006). ISBN 978-81-222-0048-5
- Book of Numbers (New Delhi: Orient, 2006). ISBN 978-81-222-0006-5
- Perfect Murder (New Delhi: Orient, 1976),
- Figuring: The Joy of Numbers (New York: Harper & Row, 1977), ISBN 978-0-06-011069-7,
- In the Wonderland of Numbers (New Delhi: Orient, 2006). ISBN 978-81-222-0399-8
- Super Memory: It Can Be Yours (New Delhi: Orient, 2011). ISBN 978-81-222-0507-7 (Sydney: New Holland, 2012). ISBN 978-1-74257-240-6,
- Mathability: Awaken the Math Genius in Your Child[୫] (New Delhi: Orient, 2005). ISBN 978-81-222-0316-5
- Astrology for You[୬] (New Delhi: Orient, 2005). ISBN 978-81-222-0067-6
ଆଧାର
[ସମ୍ପାଦନା]- ↑ "Science: Numbers Game". Time. 14 July 1952. Archived from the original on 21 July 2013. Retrieved 9 July 2013.
- ↑ Aditi Mishra; Siddarth Kumar Jain (22 April 2013). "She made learning maths as thrilling as magic". The Bangalore Mirror. Retrieved 9 July 2013.
- ↑ "India's math wizard, Shakuntala Devi". Yahoo! India News. 22 April 2013. Retrieved 9 July 2013.
- ↑ "About Shakuntala Devi" (PDF). Archived from the original (PDF) on 10 July 2012. Retrieved 5 November 2015.
- ↑ "The Sunday Tribune - Spectrum - Literature". Tribuneindia.com. 2003-04-20. Retrieved 2012-07-11.
- ↑ Devi, Shakuntala (2005-03-01). "Astrology for You". ISBN 978-81-222-0067-6.
{{cite journal}}
: Cite journal requires|journal=
(help)
ବାହାର ଆଧାର
[ସମ୍ପାଦନା]- Chips no match to grey cells: Shakuntala Devi Times of India Archived 2013-01-03 at Archive.is
- Books by Shakuntala Devi Archived 2011-09-20 at the Wayback Machine.
- "Revisiting Numbers with Shakuntala Devi" (Video from Manipal University, Dubai)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |